The Ultimate Managed Hosting Platform
ADVERTISEMENT

ବଢ଼ି ଚାଲିଛି ବେଆଇନ ମାଙ୍କଡା ପଥର ଲୁଟୁ..!

Facebook
Twitter
LinkedIn

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଜ ଅଞ୍ଚଳରେ ବଢ଼ି ଚାଲିଛି ବେଆଇନ ମାଙ୍କଡା ପଥର ଲୁଟ!ମାଫିଆମାନେ ବେଧଡକ ବେଫିକର ଭାବରେ ସେମାନଙ୍କ କାରଵାର ଚଲାଉଛନ୍ତି!ପଥର ମାଫିଆମାନେ ଜଙ୍ଗଲ ଜେମିରେ ମାଙ୍କଡା ପଥର ଖଣି କରି ରାଜ୍ୟ ତଥା ରାଜ୍ୟ ବାହାରକୁ ପଥର ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଵା ବେଳେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ ହନି ହେଉଛି!ବନ ବିଭାଗ କେବଳ ଲୋକ ଦେଖାଣିଆ ଧର୍ମକୁ ଆଖିଠାର ମାରି କାଁ ଭାଁ ଚଢ଼ାଉ କରି ମାଫିଆ ମାନଙ୍କୁ ସାଥ ଦେଇଥିଵା ଅଭିଯୋଗ ହେଇଛି! ମାଫିଆ ମାନଙ୍କ ଉପରେ ଏହାର କୌଣଶି ପ୍ରଭାବ ପଡୁନାହିଁ! ଫଳରେ ମାଫିଆମାନେ ସ୍ପଷ୍ଟ ଦିବା ଲୋକରେ ନୂଆ ଜଗନ୍ନାଥ ସଡ଼କରେ ମାନଙ୍କଡା ପଥର ଚୋରାଚାଲାଣ କରୁଛନ୍ତି! ତେବେ ଆଜି ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଖଜୁରୀପଡା ଅଞ୍ଚଳ ଚାଲିଥିଵା ବେଆ ଇନି ମାଙ୍କଡ ପଥର ଖଣିରେ ନିରାକାରପୁର ପୋଲିସ ସହ ଅଚାନ କ ଚଢାଉ କରିଛି! ଚଢାଉ କରି ତିନୋଟି ପାୱାର ତେଲର ଜବତ କରିବାକୁ ସକ୍ଷମ ହେଉଛି! ଫଳରେ ମାଫିଆ ମାନଙ୍କ ମନରେ ପଶିଛି ଛନକା! ମାଫିଆମାନେ କଟର ମେସିନ ଛାଡି ଜଙ୍ଗଲ ଭିତରକୁ ପଳାଇ ଯାଇଛନ୍ତି!

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login