ରାଉରକେଲା: ରକ୍ତ ସମ୍ପର୍କରେ ରକ୍ତ ଛିଟା । ସୈତାନ ସାଜିଲା ଭାଇ । ବଡ ଭାଇ ଗୁଳିମାଡରେ ସାନ ଭାଇ ମୃତ । ଝାଡଖଣ୍ଡ ସୀମାନ୍ତ ବିଶ୍ରା ଥାନା ତେତେରକେଲା ଘାଟରେ ଗୁଳିମାଡ । ନୂଆବର୍ଷରେ ପିକନିକ କରିବାକୁ ଯାଇଥିବା ବେଳେ ଗୁଳିମାଡ । ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା । ପିକନିକରେ ଯୁକ୍ତିତର୍କ ପରେ ଗୁଳି ମାଡ ମାରିଥିଲା ବଡ ଭାଇ । ନିଶାସକ୍ତ ଅବସ୍ଥାରେ ଗୁଳିମାଡ କରିଥିବା ସୂଚନା । ଘଟଣାରେ ବଡ ଭାଇକୁ ଅଟକ ରଖିଛି ପୋଲିସ ।
Views: 108











