The Ultimate Managed Hosting Platform
ADVERTISEMENT

ବଡଦାଣ୍ଡରେ ଗଡୁଛି ୩ ରଥ

Facebook
Twitter
LinkedIn

ପୁରୀ : ବାହୁଡୁଛନ୍ତି ମହାବାହୁ । ବଡ ଦାଣ୍ଡରେ ଗଡୁଛି ୩ ରଥ । ତାଳଧ୍ୱଜ ଓ ଦର୍ପଦଳନ ପଛେପଛେ ଗଡିଚାଲିଛି ନନ୍ଦିଘୋଷ । ହୁଳୁହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି । ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login