ଭୁବନେଶ୍ୱର : ୧୦ କୋଟିର ଜମି ପାଇଁ ୧ କୋଟି ବଟି ମାମଲା । ଅନ୍ୟ ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ନବକିଶୋର ପରିଡା , ସନ୍ଦୀପ ନାଥ , ଶ୍ରୀନିବାସ ସାହୁ ଗିରଫ । ପ୍ରଶାନ୍ତ ସ୍ୱାଇଁ ଓ ଆଦିତ୍ୟ ପାଇକରାୟ ଗିରଫ । ପୂର୍ବରୁ ୭ ଜଣ ଜମି ପୋଜେସନ ମାଫିଆ ହୋଇଛନ୍ତି ଗିରଫ । ଦୁଇ ଲେଡି ଡନ୍ଙ୍କୁ ଲକ୍ଷ୍ମୀସାଗର ଅଂଚଳରୁ ଗିରଫ କରାଯାଇଥିଲା ।
Views: 74