The Ultimate Managed Hosting Platform
ADVERTISEMENT

ବଜ୍ରପାତରେ ଜଳିଗଲା ଘର , ୩ ଗୁରୁତର

Facebook
Twitter
LinkedIn

ପାରାଦ୍ୱୀପ : ବିଳମ୍ବିତ ରାତିରେ ବଜ୍ରପାତରେ ଜଳିଗଲା ୨ ବଖରା । ଘର ଜଳିଯିବା ସହ ପୋଡି ହୋଇ ପରିବାରର ୩ ଗୁରୁତର । କୁଜଙ୍ଗ ବରିହାଡିହା ଗାଁରେ ଘଙ୍କିଛି ଏପରି ଘଟଣା । ମା ସହ ୨ ପୁଅ ଗୁରୁତର ।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ହଠାତ୍ ବଜ୍ରପାତ ପଡିବାରୁ ଦୁଇବଖରା ଘର ପୋଡିଯିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login