ନୂଆପଡା : ବଜ୍ରକାପ୍ତା ଡିଲ୍ ବେଳେ ରେଡ୍ । ୬ ଜଣଙ୍କୁ ଗିରଫ କଲା ବନ ବିଭାଗ। ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାଙ୍କରଗୁଡା ଗାଁରେ ରେଡ୍ କରିଥିଲା ବନ ବିଭାଗ। ଝାଙ୍କରଗୁଡା ଗାଁରେ ବ୍ରଜକାପ୍ତା ଡିଲ୍ ଚାଲିଥିବା ଖବର ମିଳିଥିଲା। ଏହାପରେ ସିନାପାଲି ଓ ଛତିଶଗଡ଼ ବନବିଭାଗ ପକ୍ଷରୁ ହୋଇଥିଲା ମିଳିତ ଚଢାଉ।
Views: 92











