The Ultimate Managed Hosting Platform
ADVERTISEMENT

ବଜ୍ରକାପ୍ତା ଉଦ୍ଧାର : ଜଣେ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର କରି ଜଚ୍ଚଙ୍କୁ ଗିରଫ କଲା ଏସଟିଏଫ । ବରଗଡ ଫରେଷ୍ଟ ଡିଭିଜନ ସହାୟତାରେ ଗିରଫ କଲା ଏସଟିଏଫ । ପଦ୍ମପୁର ପୋଲିସ ଷ୍ଟେସନ ବିଜାଡିହି ଛକରେ ଚଢାଉ କରି ଧରିଲା ପୋଲିସ । ଉଦ୍ଧାର ଜିଅନ୍ତା ବଜ୍ରକାପ୍ତା ବରଗଡ ଡିଏଫଓଙ୍କୁ ହସ୍ତାନ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login