The Ultimate Managed Hosting Platform
ADVERTISEMENT

ବକେୟା ଟଙ୍କା ପାଇଁ ହତ୍ୟା !

Facebook
Twitter
LinkedIn

ବୈାଦ୍ଧ : ବକେୟା ଟଙ୍କା ପାଇଁ ମାରିଦେଲେ । ଯୁବକଙ୍କୁ ପିଟିପିଟି ହତ୍ୟା କଲେ ୨ ଦୁର୍ବୁତ୍ତ । ବୈାଦ୍ଧ ଥାନା ସାମ୍ପୋଚ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବକେୟା ଟଙ୍କା ନ ଦେବାରୁ ହତ୍ୟା କରାଯାଇଥିବା ସୂଚନା । ତେବେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login