The Ultimate Managed Hosting Platform
ADVERTISEMENT

ବଂଶଧାରାରେ ବୁଡି ୨ ନାବାଳିକ ନିଖୋଜ

Facebook
Twitter
LinkedIn

ରାୟଗଡା : ବଂଶଧାରା ନଦୀରେ ବୁଡି ୨ ନାବାଳିକ ନିଖୋଜ । ଚନ୍ଦ୍ରପୁର ମୀନାଝୋଲା ଶୈବପୀଠ ବୁଲି ଯାଇଥିବା ବେଳେ ଅଘଟଣ । ୨ ନାବାଳକ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ଗାଁର । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଦ୍ୱାରା ଖୋଜାଖୋଜି ଜାରି । ବଂଶଧାରା ନଦୀ ମଝିରେ ମିନାଝୋଲା ଶିବ ଲିଙ୍ଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ଗ୍ରାମରୁ ପରିବାର ସହ ଶିବ ଦର୍ଶନ କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ଭାସିଯାଇଥିବା ଦୁଇଜଣ ମଧ୍ୟରେ ଜଣେ ୯ବର୍ଷର ନାବାଳାକ ରତ୍ନାକର ବଡନାୟକ ଓ ଅନ୍ୟଜଣେ ୧୦ବର୍ଷର ନାବାଳିକା ସ୍ମୃତି ବଡସେଟ୍ ରହିଥିବା ସୁଚନା। ପୋଲିସ, ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନିର ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login