କଟକ : ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ । ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ସକାଳ ୯ଟାରୁ ସାଢେ ୧୧ଟା ଯାଏଁ ଚାଲିବ ପରୀକ୍ଷା । ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଉ ଅଧିକ ୧୫ ମିନିଟ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ।
ଫେବ୍ରୁଆରୀ ୧୯-ମାତୃଭାଷା
୨୧-ଇଂରାଜୀ
୨୩-ସଂସ୍କୃତ, ହିନ୍ଦୀ
୨୫-ବିଜ୍ଞାନ
୨୭-ସାମାଜିକ ବିଜ୍ଞାନ
ମାର୍ଚ୍ଚ ୨- ଗଣିତ
Views: 53











