The Ultimate Managed Hosting Platform
ADVERTISEMENT

ଫେକ୍ ସାର୍ଟିଫିକେଟ ଆଶ୍ଚର୍ଯ୍ୟ କରିଛି – ଭର୍ତ୍ତୁହରି

Facebook
Twitter
LinkedIn

ଭୁବନେଶ୍ୱର : ଫେକ୍ ସାର୍ଟିଫିକେଟ ପ୍ରସଙ୍ଗରେ ସାଂସଦ ଭର୍ତ୍ତୁହରି ମହତାବଙ୍କ ପ୍ରତିକ୍ରିୟା । ଫେକ ସାର୍ଟିଫିକେଟ ଘଟଣା ଆଶ୍ଚର୍ଯ୍ୟ କରିଛି କହିଲେ ଭର୍ତ୍ତୁହରି । ମୁଁ କୈାଣସି ରାଜ୍ୟ ବିରୋଧରେ କହୁନାହିଁ ବୋଲି କହିଛନ୍ତି ଭର୍ତ୍ତୁହରି ମହତାବ । ଆହୁରି ମଧ୍ୟ କହିଛନ୍ତି କି , ଟଙ୍କା ଜାଲ ହେବା ଶୁଣିଥିଲି , ଯାହାକି ବିଦେଶରୁ ଆସୁଥିଲା । ପୂର୍ବରୁ ଫେକ ସାର୍ଟିଫିକେଟ କାରବାର ୟୁପି, ବିହାରରେ ଚାଲୁଥିଲା । ଏବେ ରାଜ୍ୟରେ ଫେକ ସାର୍ଟିଫିକେଟ ଘଟଣା ଆଶ୍ଚ ର୍ଯ୍ୟ କରିଛି । ଫେକ ସାର୍ଟିଫିକେଟ ଦେଇ ବର୍ଷ ବର୍ଷ ଧରି ଚାକିରି କରିବା ଚକିତ କରିଛି । ସେମାନଙ୍କୁ ଶୀଘ୍ର ଧରି ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login