The Ultimate Managed Hosting Platform
ADVERTISEMENT

ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ

Facebook
Twitter
LinkedIn

ବ୍ରହ୍ମପୁର : ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବ୍ରହ୍ମପୁର ଉପକଣ୍ଠ ଚଣ୍ଡୀପଦର ନସିଂ ସ୍କଲୁର ଛାତ୍ରୀମାନେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ୧୩ଜଣ ଛାତ୍ରୀଙ୍କ ମଧ୍ୟରୁ ୮ଜଣ କାଜୁଆଲଟିରେ ଚିକିତ୍ସାନ ଅବସ୍ଥାରେ ଅଛନ୍ତି । ଗତକାଲି ଛାତ୍ରୀମାନେ ଖାଥିବା ଖାଦ୍ୟରୁ ଫୁଡ ପଏଜନ ହୋଇଥିବା କହିଛନ୍ତି କାଜୁଆଲିଟି ମ୍ୟାନେଜର। ସେପଟେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login