The Ultimate Managed Hosting Platform
ADVERTISEMENT

ଫିଲ୍ମରେ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା

Facebook
Twitter
LinkedIn

ନୂଆଦିଲ୍ଲୀ : ଫଇଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା । ଛତ୍ରପତି ଶିବାଜୀ ମହାରାଜାଙ୍କ ସ୍ତ୍ରୀ ମହାରାଣୀ ୟୁସିବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିବେ ରଶ୍ମିକା । ମରାଠୀ ମହାରାଣୀଙ୍କର ଅଭିନୟ କରିବା ରଶ୍ମିକାଙ୍କ ଏକ ସ୍ୱପ୍ନ ଥିଲା । ଯାହା କି ଛାବାରେ ପୂରଣ ହୋଇଛି । ଏପରିକି ତାଙ୍କୁ ୩ରୁ ୪ ଘଣ୍ଟା ପ୍ରତ୍ୟେକ ଦିନ ଭାଷା ଶିଖିବାରେ ସମୟ କଟିଥିଲା । ଯେପରିକି କହିବା,ଚାଲିବା,ଅନ୍ଦାଜ ଏସବୁରେ ସମୟ ଦେବାକୁ ପଡିବ । ଡାଇଲଗ ପାଇଁ ମୁଁ ସବୁଦିନ ୩ ଘଣ୍ଟାରୁ ୪ ଘଣ୍ଟା ସମୟ ଦେବାକୁ ପଡୁଥିଲା । ପ୍ରତିଟି ଶବ୍ଦ ପ୍ରତିଟି ବାକକୁ ମୁଁ ଏପରି ଶିଖୁଥିଲି ଯେପରି ଏହା ମୋର ନିଜ ଭାଷା ଅଟେ । ପ୍ରତେକ କଥା କହିବା ଭାବନା ସହ ଜଡିତ ରହିଥିଲା ବୋଲି କହିଛନ୍ତି ମନ୍ଦାନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login