The Ultimate Managed Hosting Platform
ADVERTISEMENT

ଫାଙ୍କା ଗୁଳିମାଡ କରି ୫ ଲକ୍ଷ ଲୁଟ

Facebook
Twitter
LinkedIn

କେନ୍ଦୁଝର: ୫ ରାଉଣ୍ଡ ଫାଙ୍କା ଗୁଳିମାଜ କରି ୫ ଲକ୍ଷ ଲୁଟ । ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରୁ ବଡ ଧରଣର ଲୁଟ । ପେଟ୍ରୋଲ ପମ୍ପର ସିସିଟିଭି ଭାଙ୍ଗି ବନ୍ଧୁକ ମୁନରେ ଡକାୟତି । ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ଟିମର ଯାଞ୍ଚ । ଗତକାଲି ସ୍ଵପ୍ନେଶ୍ୱର ଫିଲିଂ ଷ୍ଟେସନରେ ସିସିଟିଭି ଭାଙ୍ଗି ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୫ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ପେଟ୍ରୋଲ ପମ୍ପର ଆଇରନ ଚେଷ୍ଟ ଭାଙ୍ଗି ତା ଭିତରୁ ଟଙ୍କା ଲୁଟି ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁର୍ବୃତ୍ତ ମାନେ ସିସିଟିଭିର ହାର୍ଡଡିସ୍କ ନେଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login