The Ultimate Managed Hosting Platform
ADVERTISEMENT

ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁନିଲ, ଆଥୀୟାଙ୍କୁ।

Facebook
Twitter
LinkedIn

ମୁମ୍ଵାଇ ୦୫।୧୧: ସୁନିଲ୍‌ ଶେଟ୍ଟୀଙ୍କ ଅଲିଅଳି ଆଥିଆ ଶେଟ୍ଟୀ। ଫିଲ୍ମରେ ନିଜର ସ୍ଥାନ ହାସଲ ନକରିଥିଲେ ବି ଖୁବ୍‌ ଚର୍ଚ୍ଚିତ। ସବୁବେଳେ ଥାଆନ୍ତି ଲାଇମ୍‌ଲାଇଟ୍‌ରେ । ଆଥିଆ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ପିତା ତଥା ଅଭିନେତା ସୁନୀଲ ଶେଟ୍ଟୀ ବିଶେଷ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯାହା ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।ନିକଟରେ ଆଥିଆ ଓ ସୁନୀଲଙ୍କ ଅନେକ ଫଟୋ ଦେଖିବାକୁ ମିଳେ। ଦୁହିଁଙ୍କ ବଣ୍ଡିଂ ବହୁତ ଘନିଷ୍ଠ। ଏହି ସ୍ଵତନ୍ତ୍ର ବନ୍ଧନର ଝଲକ ସବୁବେଳେ ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଆଥିଆଙ୍କ ସୁନ୍ଦର ଫଟୋ ସେୟାର କରି ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସୁନୀଲ । ଲେଖିଛନ୍ତି, “ମୋ ଜୀବନ ଜନ୍ମଦିନର ଶୁଭେଚ୍ଛା । ଏହା ବ୍ୟତୀତ ସେ କ୍ୟାପସନରେ ଏକ ହୃଦୟ ଇମୋଜି ଦେଇଛନ୍ତି।

ଆଥିଆ ପୋଷ୍ଟରେ ନିଜତ ପ୍ରତିକ୍ରିୟା ପ୍ରକାଶ କରି ନାଲି ହୃଦୟ ଇମୋଜି ସହିତ ‘ଲଭ୍ ୟୁ’ ଲେଖିଛନ୍ତି।ଏହା ବ୍ୟତୀତ ସୁନୀଲଙ୍କ ଏହି ପୋଷ୍ଟ ଉପରେ ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ଆଥିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login