The Ultimate Managed Hosting Platform
ADVERTISEMENT

ପ୍ରେମ ସଜାଇଲା ବାଇକ ଚୋର

Facebook
Twitter
LinkedIn

ଭୁବନେଶ୍ୱର : ପ୍ରେମ ସଜାଇଲା ବାଇକ ଚୋର । ପ୍ରେମିକା ପାଇଁ ସୁପର ବାଇକ ହେଲା କାଳ । ଗାର୍ଲଫ୍ରେଣ୍ଡ ପାଇଁ ରାଜଧାନୀରେ ବାଇକ ଚୋରି କରି ଫସିଲେ । ଗାର୍ଲଫ୍ରେଣ୍ଡକୁ ବାଇକରେ ବସାଇ ଚମ୍ପଟ ବେଳେ ପିଛା କଲା ପୋଲିସ । ସହର ସାରା ବୁଲାଇ ଆଇଜି ପାର୍କରେ ସମୟ ବିତାଇବା ବେଳେ କାବୁ । ଚୋରି ସୁପର ବାଇକ ଜବତ, ଗାର୍ଲଫ୍ରେଣ୍ଡକୁ ଛାଡି ଅଭିଯୁକ୍ତ ଚୋର ଅଟକ । ପୋଲିସ ଘଟଣାର ଅଧକ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login