The Ultimate Managed Hosting Platform
ADVERTISEMENT

ପ୍ରିଣ୍ଟିଂ ପ୍ରେସ କର୍ମଚାରୀ ସମ୍ପୃକ୍ତ : ଏସପି

Facebook
Twitter
LinkedIn

ପ୍ରଶ୍ନପତ୍ର ଲିକ ମାମଲା : ବାଲେଶ୍ୱର ଏସପିଙ୍କ ପ୍ରେସମିଟ । ଓଡିଶାର କୈାଣସି କର୍ମଚାରୀ ଏଥିରେ ସଂଶ୍ଲୀଷ୍ଟ ନାହାନ୍ତି । ପ୍ରଶ୍ନପତ୍ର ଲିକ ମାମଲାରେ ମାଷ୍ଟରମାଇଣ୍ଡ ବିହାରର । ଅଭିଯୁକ୍ତ ବିହାର , ଓଡିଶା , ଆନ୍ଧ୍ରରୁ ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡଙ୍କୁ ୧୧ ଜୁଲାଇରେ ମିଳିଥିଲା ପ୍ରତିଶ୍ରୁତି । ୧୨ ଜୁଲାଇରେ ପ୍ରଶ୍ନପତ୍ର ମିଳିବ ବୋଲି ସ୍ପଷ୍ଟ ହୋଇଥିଲା । ପ୍ରିଣ୍ଟିଂ ପ୍ରେସର କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ରହିଛି । ପ୍ରେସ କର୍ମଚାରୀଙ୍କଠୁ ୧ ଲକ୍ଷ ଟଙ୍କା ଜବତ ହୋଇଛି । ମାଷ୍ଟରମାଇଣ୍ଡ ପୂର୍ବରୁ ଏଭଳି କାମରେ ଲିପ୍ତ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login