The Ultimate Managed Hosting Platform
ADVERTISEMENT

ପ୍ରଶ୍ନପତ୍ର ତ୍ରୁଟିକୁ ମାନିଲା ବୋର୍ଡ

Facebook
Twitter
LinkedIn

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ସ୍ୱୀକାର କଲା ବୋର୍ଡ । ଆଜିର ପ୍ରଶ୍ନରେ ତ୍ରୁଟି ହୋଇଥିବା ମାନିଲେ ବୋର୍ଡ ସଭାପତି । ଇତିହାସ , ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରରେ କିଛି ତ୍ରୁଟି ଅଛି । ସେଟ୍ ବି’ ର ପ୍ରଶ୍ନ ପତ୍ରରେ କିଛି ମୁଦ୍ରଣ ଜନିତ ତ୍ରୁଟି ରହିଥିବା କହିଛନ୍ତି ସଭାପତି । ଏହା ସହ କହିଛନ୍ତି କି , ଛାତ୍ରଛାତ୍ରୀ ମାନେ ଚିନ୍ତିତ ହୁଅନ୍ତୁନି , କୈାଣସି ଅସୁବିଧା ହେବନି । ପରୀକ୍ଷା ଆଉ ଥରେ କରିବାର କୈାଣସି ଆବଶ୍ୟକତା ନାହିଁ । ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login