The Ultimate Managed Hosting Platform
ADVERTISEMENT

ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା , ନାରାବାଜି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ । ବିଜେଡି ଗୃହ ଚଳାଇ ଦେଉ ନ ଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ । ନିଜ ଆସନରେ ଛିଡା ହୋଇ ପ୍ଲାକାର୍ଡ ଦେଖାଇଲେ କଂଗ୍ରେସ ସଦସ୍ୟ । ବାଚସ୍ପତି ଅନୁରୋଧ ସତ୍ତ୍ୱେ ବିରୋଧୀଙ୍କ ହୋହଲ୍ଲା, ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ପ୍ରବଳ ହଟ୍ଟଗୋଳ ଭିତରେ ମାତ୍ର ୨୧ ମିନିଟ ଚାଲିଲା ପ୍ରଶ୍ନକାଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login