The Ultimate Managed Hosting Platform
ADVERTISEMENT

ପ୍ରମିଳା ମଲ୍ଲିକଙ୍କୁ ୨ଟି ବିଭାଗ, ନିଜ ବିଭାଗ ସହ ଶ୍ରମ ଓ ଶିକ୍ଷା ବିଭାଗର ମିଳିଲା ଦାୟିତ୍ବ

Facebook
Twitter
LinkedIn

ଭୁବନେଶ୍ୱର : ବିପର୍ୟ୍ୟୟ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ଟି ବିଭାଗର ବଡ଼ ଦାୟିତ୍ବ। ନିଜ ବିଭାଗ ସହ ଅତିରିକ୍ତ ଦୁଇଟି ବିଭାଗର ଦାୟିତ୍ବ ତୁଲାଇବେ। ଗତକାଲି ଗଣଶକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login