The Ultimate Managed Hosting Platform
ADVERTISEMENT

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୬ତମ ଜନ୍ମ ଜୟନ୍ତୀ

Facebook
Twitter
LinkedIn

ପୁରୀ : ଆଜି ମାର୍ଚ୍ଚ ୫ ତାରିଖ । ଆଜିର ଦିନ ଅର୍ଥାତ୍ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥାଏ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ସୂଚନାଯୋଗ୍ୟ ଯେ, ବିଜୁବାବୁଙ୍କ ଲକ୍ଷ୍ୟ ଥିଲା ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା । ସେବା ଓ ସ୍ବାଭିମାନ ଥିଲା ବିଜୁବାବୁଙ୍କ ଆଦର୍ଶ । ବିଜୁଙ୍କ ବୀରତ୍ବର ଗାଥା ହେଉ କି ଓଡ଼ିଶା ପାଇଁ ତାଙ୍କର ଅବଦାନ ସବୁବେଳେ ପ୍ରତିଟି ଜନମାନସରେ ତାଙ୍କୁ ଅମର କରିଦେଇଛି । ଏଥିପାଇଁ ତ ଆଜିର ଦିନ ମାନେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ

ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ

ମୁମ୍ବାଇ : ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି...

ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ

ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ

କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା...