The Ultimate Managed Hosting Platform
ADVERTISEMENT

ପ୍ରଫୁଲ୍ଲଙ୍କ ଘରେ ଦାସବର୍ମା

Facebook
Twitter
LinkedIn

ଭୁବନେଶ୍ୱର : ଇଡି ରେଡ ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ବିଜେଡି ନେତା । ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା । ସାଂସଦ ମଞ୍ଜୁଲତା ମଣ୍ଡଳ , ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ଭେଟିଲେ । ଭଦ୍ରକ ନୂଆବଜାର ସ୍ଥିତ ଘରେ ଏକାଠି ଭେଟି ଆଲୋଚନା କଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login