The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନାର ଲାଭ ପାଇ, ଉପକୃତ ହେଲେ ବ୍ୟାଙ୍କ୍ ଗ୍ରାହକ।

Facebook
Twitter
LinkedIn

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗୋପୀନାଥ ପୁର ଗ୍ରାମର ରୋଜିନା ବିବି , ଗ୍ରାହକ୍ ସେବା କେନ୍ଦ୍ର ଧାରକ ଶିବଶଙ୍କର ଦାଶଙ୍କ ମାଧ୍ୟମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କାଣ୍ଡଗାଁଆହାଟ ଶାଖାରେ ଏକ ସେଭିଂ ଖାତା ଖୋଲିଥିଲେ। ଆଉ ଖାତା ଖୋଲିବା ବେଳେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରି ବାର୍ଷିକ ୧୩୨୦ ବୀମା ରାଶି ଦେଇ ଆସୁଥିଲେ। ତେବେ ଖାତା ଖୋଲିବାର ମାତ୍ର ଚାରିବର୍ଷ ପରେ ଅଳ୍ପ ବୟସରେ ରୋଗଗ୍ରସ୍ତ ହୋଇ ତାଙ୍କ ମୃତ ହୋଇଥିଲା। ତାଙ୍କର ଜଣେ ପାଞ୍ଚ ବର୍ଷର ଝିଅ ମଧ୍ୟ ରହିଛି। ତେବେ ବିମା ରାସିର ଦାବିଦାର ହିସାବରେ ମୃତ ରୋଜିନା ବିବିଙ୍କ ସ୍ବାମୀ ସେକ ରହିମୁଦ୍ଦିନଙ୍କୁ ଦୁଇ ଲକ୍ଷଟଙ୍କା ର ଅର୍ଥ ରାଶି ଭାରତୀୟ ଷ୍ଟେଟ ବ୍ୟାଙ୍କ କାଣ୍ଡଗାଁଆ ହାଟ ଶାଖାର ବ୍ୟାଙ୍କ ମ୍ୟାନେଜର ଏସ.କେ ସାମିଉଲ୍ଲା ପ୍ରଦାନ କରିଥିଲେ।

ଏହି ଅବସରରେ ବ୍ୟାଙ୍କର କ୍ୟାସ ଅଫିସର ସାଦେର ସୁରାଇ ଶଙ୍କର ବାସ୍କେ, କର୍ମଚାରି ପ୍ରସନ୍ନ କୁ ସାହୁ, ରତ୍ନାକର ସାହୁ, ସିଏସପି ଧାରକ ସିବଶଙ୍କର ଦାସ, ବିବେକାନନ୍ଦ ପରିଡ଼ା, ଚିତରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ଅବସରରେ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀଯୁକ୍ତ ସାମିଉଲ୍ଲା ସମସ୍ତ ବ୍ୟାଙ୍କ୍ ଗ୍ରାହକ ଙ୍କୁ ଏହି ଯୋଜନାରେ ସାମିଲ ହୋଇ, ଯୋଜନାର ଲାଭ ଓ ସୁବିଧା ସୁଯୋଗ ନେବାକୁ ନିବେଦନ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login