ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ଦିନ ନାମ୍ବିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ମୋଷ୍ଟ ଆନସିଏଣ୍ଟ ୱେଲୱିଟସ୍ଚିଆ ମିରାବିଲିସ୍’ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ତାଙ୍କୁ ନାମ୍ବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ଦୈତୱା ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରିଥିଲେ । ଏହା ଭାରତ ଏବଂ ନାମ୍ବିଆ ମଧ୍ୟରେ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଲେଖିବାର ଆରମ୍ଭ । ଏହା ପ୍ରଥମ ଥର ଯେ କୌଣସି ଭାରତୀୟ ନେତାଙ୍କୁ ଏହି ସମ୍ମାନ ମିଳିଛି । ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୋତେ ଏହି ଦେଶର ସର୍ବୋଚ୍ଚ ସମ୍ମାନ ଦେବା ପାଇଁ ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ମୁଁ ଗଣତନ୍ତ୍ରର ଜନନୀର ପ୍ରତିନିଧି ଭାବରେ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛି, ଏବଂ ମୁଁ ଭାରତର ୧.୪ କୋଟି ଲୋକଙ୍କ ହାର୍ଦ୍ଦିକ ଶୁଭେଚ୍ଛା ଆଣିଛି ।”ସେ ନନ୍ଦି-ଦୈତୱା ଏବଂ ନାମ୍ବିଆର ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପୁରସ୍କାର ୱେଲୱିଟସଚିଆ ମିରାବିଲିସ୍ ଗଛ ନାମରେ ନାମିତ ହୋଇଛି । ଏହି ଗଛ କେବଳ ନାମ୍ବିଆର ମାଟିରେ ଚାଷ କରାଯାଏ ।
ପ୍ରଧାନମନ୍ତ୍ରୀଙ୍କୁ ନାମ୍ବିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







