ନୂଆଦିଲ୍ଲୀ : ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ଦିଲ୍ଲୀ ସରକାର । ବାୟୁ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ସଂପର୍କରେ ଅବଗତ କଲେ । ଅଡ୍ ଇଭିନର ସକାରାତ୍ମକ ପ୍ରଭାବ ପଡିଥିବା ସତ୍ୟପାଠରେ ଉଲ୍ଲେଖ । ସଡକ ପଥରେ ଭିଡ କମିବା ସହ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ବଢିଛି । ଇନ୍ଧନ ବ୍ୟବହାର ୧୫ ପ୍ରତିଶତ କମିଥିବା ସତ୍ୟପାଠରେ ଉଲ୍ଲେଖ ।
Views: 79