The Ultimate Managed Hosting Platform
ADVERTISEMENT

ପ୍ରଥମ ଶ୍ରେଣୀ ନାମଲେଖା ବୟସ ୬ କିମ୍ବା ତଦୁର୍ଦ୍ଧ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରଥମ ଶ୍ରେଣୀ ନାମଲେଖା ବୟସ ଦ୍ୱନ୍ଦ ଦୂର କଲା ଗଣଶିକ୍ଷା ବିଭାଗ । ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ତଦୁର୍ଦ୍ଧ ଜରୁରୀ । ୨୦୨୫-୨୬ ଶିକ୍ଷା ବର୍ଷରୁ ନିୟମ କାର୍ଯ୍ୟକାରୀ ନେଇ ନିଦେ୍ର୍ଦଶ । ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ନିୟମ ଲାଗୁ ନିଷ୍ପତ୍ତି । ୬ ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ । ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖକୁ ବୟସ ସୀମା ଧରାଯିବ । ସେପ୍ଟେମ୍ବର ୧ ସୁଦ୍ଧା ବୟସ ୬ କିମ୍ବା ତଦୁର୍ଦ୍ଧ ହେଲେ ନାମ ଲେଖାଇବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login