The Ultimate Managed Hosting Platform
ADVERTISEMENT

ପ୍ରତାପ ଜେନାଙ୍କୁ ମହଲତ

Facebook
Twitter
LinkedIn

କଟକ : ମାହାଙ୍ଗା ଡବଲ ମର୍ଡର ମାମଲା । ପ୍ରତାପ ଜେନାଙ୍କୁ ମିଳିଲା ମହଲତ । ୨ ସପ୍ତାହ ମହଲତ ଦେଲେ ସାଲେପୁର ଜେଏମଏଫସି କୋର୍ଟ । ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଲେ । ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । ବ୍ୟକ୍ତିଗତ ହାଜିରାରୁ ବାଦ ଦେବାକୁ ଆବେଦନ କରିଥିଲେ ପ୍ରତାପ । ଏ ନେଇ ଶୁଣାଣି ପାଇଁ ୨ ସପ୍ତାହ ଦେବାକୁ ଆବେଦନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login