ନୂଆଦିଲ୍ଲୀ : ପ୍ରକାଶ ପାଇଲା ଆଇଏଏସ-୨୦୨୪ ରେଜଲ୍ଟ । ଶକ୍ତି ଦୁବେ ଟପ୍ପର, ଦ୍ୱିତୀୟରେ ହର୍ଷିତା ଗୋୟଲ । ଡୋଙ୍ଗରେ ଅର୍ଚିତ ପରାଗ ୩ୟ, ଶାହ ମାର୍ଗି ଚିରାଗ ୪ର୍ଥ । ଆକାଶ ଗର୍ଗ ୫ମ, କୋମଲ ପୁନିଏ ୬ଷ୍ଠ, ଆୟୁଷି ବଂଶଲ ୭ମ, ରାଜ କ୍ରିଷ୍ଣା ଝା ୮ମ, ଆଦିତ୍ୟ ବିକ୍ରମ ୯ମ, ମୟଙ୍କ ତ୍ରିପାଠୀ ଦଶମ । ୪୮ ତମ ସ୍ଥାନରେ ଓଡିଶାର ରିତିକା ରଥ । ୯୫ ତମ ସ୍ଥାନରେ ଓଡିଶାର ଦେବିକା ପ୍ରିୟ ଦର୍ଶିନୀ । ୯୬ ତମ ସ୍ଥାନରେ ଓଡିଶାର ଆଦିତ୍ୟ ଆଚାର୍ଯ୍ୟ । ଏଥିରେ ମୋଟ ୧୧୨୯ ଜଣ କୃତକାର୍ୟ୍ୟ ହୋଇଛନ୍ତି । ଆଇଏଏସ ପାଇଁ ୧୮୦, ଆଇଏଫଏସ-୫୫, ଆଇପିଏସପାଇଁ ୧୪୭ ଜଣ କୃତକାର୍ୟ୍ୟ ହୋଇଛନ୍ତି ।
Views: 38