The Ultimate Managed Hosting Platform
ADVERTISEMENT

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । cbseresults.nic.in କିମ୍ବା cbseresults.nic.in ରେ ମିଳିବ ରେଜଲ୍ଟ । ମୋଟ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ । ଝିଅ ମାନଙ୍କ ପାସ୍ ହାର ପୁଅ ମାନଙ୍କ ଅପେକ୍ଷା ୬% ଅଧିକ । ଝିଅଙ୍କ ପାସ୍ ହାର -୯୦.୬୮% , ପୁଅଙ୍କ ପାସ ହାର ୮୪.୬୭% ରହିଛି । ଗତଥର ଅପେକ୍ଷା ଏଥର ପାସ ହାର ୫% କମ ରହିଛି । ୯୯.୯୧% ପାସ ହାର ସହ ଥରୁବନନ୍ତପୁରମ୍ ରିଜିଅନ ଶୀର୍ଷରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login