ଭୁବନେଶ୍ୱର : ପ୍ରକାଶ ପାଇଲା ଓଟିଇଟି-୨୦୨୪ ପରୀକ୍ଷାଫଳ । ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ-୨୦୨୪ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବୋର୍ଡର ୱେବସାଇଟରେ ଉପଲବ୍ଧ ହୋଇଛି ରେଜଲ୍ଟ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନେ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ େଓବସାଇଟରୁ ଡାଉନଲୋଡ କରିପାରିବେ । ସେହିଭଳି କୃତକାର୍ୟ୍ୟ ହୋଇନଥିବା ପରୀକ୍ଷାର୍ଥୀ ସେମାନଙ୍କର ସ୍କାନ୍ ହୋଇଥିବା ଓଏମ୍ଆର୍ ଉତ୍ତର ଖାତା ଏହି ଓ୍ବେବସାଇଟ୍ରୁ ଡାଉନଲୋଡ୍ କରିପାରିବେ । ଯାହା ଆସନ୍ତା ୨୯ ତାରିଖ ଯାଏଁ ଓ୍ବେବସାଇଟ୍ରେ ଉପଲବ୍ଧ ହେବ ।
Views: 21