The Ultimate Managed Hosting Platform
ADVERTISEMENT

ପୋଲିସ ଗାଡିକୁ ଢେଲାମାଡ

Facebook
Twitter
LinkedIn

ବାଙ୍କୀ : ପାଟ୍ରୋଲିଂ ବେଳେ ପୋଲିସ ଗାଡିକୁ ଢେଲାମାଡ । ବୈଦେଶ୍ୱର ଥାନାର ପୋଲିସ ଗାଡିକୁ ଦୁର୍ବୁତ୍ତ ଢେଲାମାଡ । କାଳିପୋଇ ପଞ୍ଚାୟତ ଚଢେଇବନ୍ଧ ଗାଁକୁ ପାଟ୍ରୋଲିଂ ବେଳେ ଢେଲାମାଡ । ପୋଲିସ ଭ୍ୟାନର ପଛପଟ କାଚ ଭାଙ୍ଗି ଯାଇଛି, ଦୁର୍ବୃତ୍ତ ଥାନାରେ ଅଟକ । ଗତକାଲି ପିସିଆର୍ ଭ୍ୟାନ ଚଢ଼େଇବନ୍ଧ ଗାଁରେ ପାଟ୍ରୋଲିଂ କରୁଥିବାବେଳେ ଜଣେ ଯୁବକ ଢେଲା ମାଡ କରିଥିଲେ । ଯୁବକଙ୍କ ଆକ୍ରମଣରେ ଭ୍ୟାନର ପଛପଟ କାଚ ଭାଙ୍ଗିଯାଇଛି। ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login