ଲମତାପୁଟ : ପୋଲିସ କହି ଲୁଟ କରୁଥିଲେ ଯବାନ । ଲୁଟ କରୁଥିବା ଯବାନ ଏବେ ଗିରଫ ହୋଇଛନ୍ତି । ପାଲଦା ଗାଁ ନିକଟରେ ଡକାୟତି ଉଦ୍ୟମ ବେଳେ ଗିରଫ ହେଲେ ଯବାନ । ଆନ୍ଧ୍ରର ୨ ଜଣ ଗିରଫ , ଜଣେ ସିଆରପିଏଫ ଯବାନ ଥିବା ସୂଚନା । ୨ଟି ସ୍କୁଟି ୱାକିଟକି , ୯ ଟି ମୋବାଇଲ ସହ ଟଙ୍କା ଜବତ । ନିଜକୁ ପୋଲିସ କହି ଧମକ ଚମକ ଦେଇ ଲୁଟୁଥିଲେ । ପ୍ରେସମିଟରେ ସୂଚନା ଦେଲେ ନନ୍ଦପୁର ଏସଡିପିଓ ।
Views: 76