The Ultimate Managed Hosting Platform
ADVERTISEMENT

ପୋଲିସ କବ୍ଚାରେ ନିଶା କଫ ସିରପ ମାଫିଆ, ୯ ଗିରଫ

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁର ପୋଲିସ କବ୍ଜାରେ ନିଶା କଫ୍ ସିରପ ମାଫିଆ । ଆଜି ସକାଳୁ ଭିଏସଏସ ମାର୍ଗରେ ଥିବା ଏକ ମଲ ପଛପଟେ ପୋଲିସ ଚଢ଼ାଉ କରିଥିଲା । ୨୧୦ ନିଶା କଫ ସିରଫ ଜବତ କରିଛି ପୋଲିସ । ବେଆଇନ ନିଶା କଫ ସିରପ ରଖିବା ଅଭିଯୋଗରେ ପୋଲିସ ଦେବଗଡ଼ ଜିଲ୍ଲା ସୁଗୁଡା ନିବାସୀ ଆକାଶ ପାତ୍ର ଏବଂ ସମ୍ବଲପୁର ବାଲିବନ୍ଧା ନିବାସୀ ସୁଭମ ଗୁପ୍ତା ନାମକ ଦୁଇ ଜଣ ଯୁବଙ୍କୁ ଗିରଫ କରିଛି । ଏ ନେଇ ଏକ ମାମଲା ରୁଜୁ କରିଛି । ଟାଉନ ଥାନା ଦ୍ୱାରା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଧନୁପାଲି ପୋଲିସ ମଧ୍ୟ ୭ଜଣକୁ ଗିରଫ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login