The Ultimate Managed Hosting Platform
ADVERTISEMENT

ପୋଲିସ ଉପସ୍ଥିତିରେ ଭସାଣ ଆରମ୍ଭ

Facebook
Twitter
LinkedIn

କଟକ : ନିମ ସାହିରେ ଅଟକିଥିବା ରାଉସପାଟଣା ଦୁର୍ଗା ମେଢ ଭସାଣ ଆରମ୍ଭ । ରାତିରେ ଆକ୍ରମଣକୁ ନେଇ ଧାରଣାରେ ଥିଲେ ଶତାଧିକ ପୂଜା କମିଟି ସଦସ୍ୟ । ପୋଲିସ ଉପସ୍ଥିତିରେ ଆରମ୍ଭ ହେଲା ଭସାଣ । ତେବେ କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଲାଠି ଚାର୍ଜ କରିଥିଲା । ଢେଲାମାଡ଼ରେ ଡିସିପି ଆହତ ହୋଇଛନ୍ତି । ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଲାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ନାରାବାଜିକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏଥିରେ ୮ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login