The Ultimate Managed Hosting Platform
ADVERTISEMENT

ପୋଲିସରେ ନିଯୁକ୍ତି ନାଁରେ ଠକେଇ, ଠକ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ପୋଲିସରେ ନିଯୁକ୍ତି ନାଁରେ ଠକେଇ । କନେଷ୍ଟବଳ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ । ଆଉ ସେହି ଟଙ୍କା ନେଇ ନାମୀ ଦାମୀ ଗାଡି କିଣଇ ଅୟସ କରୁଥିଲା ଠକ । ଆଉ ସେହି ଠକ ଯୁବକ ହେଉଛି ଦେବବ୍ରତ । ଚାକିରି କରାଇ ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏହି ଘଟଣାରେ ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳରୁ ଠକ ଦେବବ୍ରତକୁ ଗିରଫ କରିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ । ଠକେଇ ଟଙ୍କାରେ ଦାମୀ ଗାଡି ଓ ବାଇକ କିଣି ଅୟସ କରୁଥିଲା ଅଭିଯୁକ୍ତ । D2S Consultancy ନାଁରେ ଏକ ସଂସ୍ଥା ଖୋଲି ଠକ ଦେବବ୍ରତ ଲୋକଙ୍କୁ ଚାକିରି ଦେବାକୁ କହୁଥିଲା । ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲା ଧୂର୍ତ୍ତ ଦେବବ୍ରତ । ଏନେଇ ଅଭିଯୋଗ ପରେ ଦେବବ୍ରତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login