The Ultimate Managed Hosting Platform
ADVERTISEMENT

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

Facebook
Twitter
LinkedIn

ଆନନ୍ଦପୁର : ଗାଁ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଗୁପୁର ହାଇସ୍କୁଲ ନିକଟ ପୋଖରୀରେ ବୁଡିଯିବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନିକଟସ୍ଥ ମୁଗୁପୁର ଗାଁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯୁବକ ଜଣଙ୍କ ବୁଧବାର ସକାଳୁ ପୋଖରୀ ହୁଡ଼ାକୁ ଯାଇଥିବା ବେଳେ ବାତ ମାରଥିଲା । ଫଳରେ ସେ ପୋଖରୀ ପଡ଼ିଯାଇଥିବା ଅନୁମାନ କରାଯାଉଛି । ଯାହା ଫଳରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ଅଞ୍ଚଳବାସୀ ଯୁବକଙ୍କୁ ପୋଖରୀରେ ପଡ଼ିଥିବା ଦେଖିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଛନ୍ତି ।ତେବେ ଆନନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ଯୁବକଙ୍କୁ ଚିହ୍ନଟ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login