ଯାଜପୁର: ପୋଖରୀରେ ବୁଡି ଭାଇ ଭଉଣୀ ମୃତ । ମଙ୍ଗଳପୁର ଥାନା କୂଳ ସାହି ଗାଁରେ ଅଭାବନୀୟ ଘଟଣା । ଘର ପାଖରେ ପୋଖରୀ ନିକଟରେ ଖେଳୁଥିବା ବେଳେ ବୁଡିଗଲେ । ମୃତ ଭାଇର ବୟଲ ୩ ବର୍ଷ, ଭଉଣୀ ବୟସ ୨ ବର୍ଷ ସୂଚନା ।
Views: 76
ଯାଜପୁର: ପୋଖରୀରେ ବୁଡି ଭାଇ ଭଉଣୀ ମୃତ । ମଙ୍ଗଳପୁର ଥାନା କୂଳ ସାହି ଗାଁରେ ଅଭାବନୀୟ ଘଟଣା । ଘର ପାଖରେ ପୋଖରୀ ନିକଟରେ ଖେଳୁଥିବା ବେଳେ ବୁଡିଗଲେ । ମୃତ ଭାଇର ବୟଲ ୩ ବର୍ଷ, ଭଉଣୀ ବୟସ ୨ ବର୍ଷ ସୂଚନା ।
ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...
ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...
ଛତିଶଗଡ : ଛତିଶଗଡରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହା । ନକ୍ସଲବାଦ ବିରୋଧରେ ବଡ ସଫଳତା କହିଲେ...
ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...