The Ultimate Managed Hosting Platform
ADVERTISEMENT

ପୋଖରୀରେ ବୁଡି ଭାଇ ଭଉଣୀ ମୃତ

Facebook
Twitter
LinkedIn

ବାରିପଦା : ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ । ସଦର ଥାନା ମହୁଲିଆ ଗାଁ ମାଝି ସାହିରେ ଅଘଟଣ । ମୃତ ଭାଇ ଭଉଣୀଙ୍କ ବୟସ ୨ ଓ ୬ ବର୍ଷ । ଗତକାଲି ଗାଧୋଇବା ବେଳେ ବୁଡିଯାଇଥିଲେ ୨ ଶିଶୁ । ମୃତକମାନେ ହେଲେ ସ୍ବର୍ଗତ ଲବ ମାଝୀଙ୍କ ଝିଅ ମାଲ ମାଝୀ ଓ ପୁଅ କାର୍ତ୍ତିକ ମାଝୀ। ସେମାନେ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ । ଏତିକିବେଳେ ପାଣିରେ ବୁଡି ଯାଇଥିଲେ ଭାଇ ଭଉଣୀ। ମୃତଦେହ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଅଣାଯାଇଛି।ଆଜି ଦମକଳ ବାହିନୀ ଦ୍ୱାରା ୨ ଜଣଙ୍କ ମୃତଦେହ ଉଦ୍ଧାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login