The Ultimate Managed Hosting Platform
ADVERTISEMENT

ପୋଖରୀରେ ବୁଡି ନାବାଳକର ଚାଲିଗଲା ଜୀବନ

Facebook
Twitter
LinkedIn

ପାଟଣାଗଡ : ପୋଖରୀରେ ବୁଡି ନାବାଳକର ଚାଲିଗଲା ଜୀବନ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ସେଠାରେ ନାବାଳକ ବୁଡ଼ିଯାଇଥିଲା। ମୃତ ନାବାଳକ ମରୁଆଁ ଗ୍ରାମର ପ୍ରଜ୍ଞାନ ସାହୁ(୯) ବୋଲି ଜଣାପଡ଼ିଛି। ପୋଖରୀରୁ ଗାଁ ଲୋକେ ତାକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଜ୍ଞାନକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କାରଖାନାରେ କୋଇଲା ତଳେ ଚାପି ହୋଇ ଡ୍ରାଇଭରଙ୍କ ଚାଲିଗଲା ଜୀବନ

କାରଖାନାରେ କୋଇଲା ତଳେ ଚାପି ହୋଇ ଡ୍ରାଇଭରଙ୍କ ଚାଲିଗଲା ଜୀବନ

ଯାଜପୁର ; କଳିଙ୍ଗନଗର ଶିଳ୍ପାଞ୍ଚଳର ମଇଥାନ ଇସ୍ପାତ କାରଖାନାରେ କୋଇଲା ତଳେ ଚାପିହୋଇ ଡ୍ରାଇଭରଙ୍କ ଚାଲିଗଲା ଜୀବନ । କୋଇଲା ଅନଲୋଡିଂ ସମୟରେ ଏଭଳି ଅଘଟଣ ଘଟିଛି...

ADVERTISEMENT
ଆହୁରି ୭ ଦିନ ବର୍ଷିବ ; ମେ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା, ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ

ଆହୁରି ୭ ଦିନ ବର୍ଷିବ ; ମେ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା, ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ

ଭୁବନେଶ୍ୱର : ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ। ରାଜ୍ୟରେ ବିଗତ କିଛି ଦିନ ହେଲା କାଳବୈଶାଖୀ ସହିତ...

Login