The Ultimate Managed Hosting Platform
ADVERTISEMENT

ପୃଥିବୀ କକ୍ଷପଥ ଛାଡିଲା ଆଦିତ୍ୟ ଏଲ-୧

Facebook
Twitter
LinkedIn

ନୂଆଦିଲ୍ଲୀ : ଆଉ ଏକ ସଫଳତାରେ ପହଁଚିଲା ଆଦିତ୍ୟ ଏଲ-୧ ମିଶନ । ଟିଏଲ-୧ ମାନିଓଭର ସଫଳତା ସହ ସମ୍ପନ୍ନ ନେଇ ଇସ୍ରୋର ସୂଚନା । ପୃଥିବୀ କକ୍ଷପଥ ଛାଡି ସୂର୍ଯ୍ୟ ମୁହାଁ ହେଲା ଆଦିତ୍ୟ ଏଲ-୧ । ଆଜିଠୁ ୧୧୦ ଦିନର ଯାତ୍ରା ପରେ ସନ୍-ଆର୍ଥ ସିଷ୍ଟମ ଏଲ-୧ରେ ପହଁଚିବ । ପୃଥିବୀ ପୃଷ୍ଠରୁ ୧.୫ ନିୟୁତ କିମି ଦୂର ଏଲ-୧ରେ ପହଁଚିବ ଆଦିତ୍ୟ ଏଲ-୧ । ଭାରତର ପ୍ରଥମ ସ୍ପେସ୍ ଆଧାରିତ ସୌର ଯନ୍ତ୍ରଶାଳା ଉପରେ ଏକ ରିମୋଟ୍ ସେନ୍ସିଂ ପେଲୋଡ୍ ପୃଥିବୀଠାରୁ ୫୦,୦୦୦ କିମିରୁ ଅଧିକ ଦୂରତାରେ ସୁପରଥର୍ମାଲ୍ ଆୟନ ବା ଅତି ଶକ୍ତିଶାଳୀ କଣିକା ଏବଂ ଇଲେକ୍ଟ୍ରୋନ୍କୁ ମାପିବା ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login