The Ultimate Managed Hosting Platform
ADVERTISEMENT

ପୃଥିବୀ ଆଡକୁ ମାଡି ଆସୁଛି ବିରାଟ ଗ୍ରହାଣୁ 

Facebook
Twitter
LinkedIn

ପୃଥିବୀକୁ ବଡ ବିପଦ । ମାଡି ଆସୁଛି ବିରାଟ ଗ୍ରହାଣୁ । ଯାହାର ଆକାର କୁତବ ମିନାରଠୁ ପ୍ରାୟ ସାଢେ ୩ ଗୁଣ ବଡ ହେବ ।ଯେଉଁଥିପାଇଁ ବୈଜ୍ଞାନିକମାନେ ଚିନ୍ତାରେ ପଡିଛନ୍ତି ।ଏହି ଗ୍ରହାଣ ହେଉଛି ୨୦୦୭ ଏଫଏଫ୧ । ଏହା ପୃଥିବୀଠୁ ୭୪୨୩୦୪୬ କିମି ଦେଇ ଅତିକ୍ରମ କରିବ । ଏହା ଏବେ ଘଣ୍ଟା ପ୍ରତି ୪୬୧୮୮ କିମି ବେଗରେ ଗତି କରୁଛି । ଜେଟ୍ ପ୍ରପ୍ୟୁଲଜନ୍ ଲାବାରାଟୋରୀର ରିପୋର୍ଟ ଅନୁସାରେ, ଏହା ଶେଷ ଥର ପାଇଁ ୨୦୨୦ରେ ପୃଥିବୀର ନିକଟତର ହୋଇଥିଲା । ସେତେବେଳେ ତାହା ୧୭୩୪୨୮୮୧ କିମି ଦୂରରେ ଅତିକ୍ରମ କରିଥିଲା ।

ସୂଚନାଯୋଗ୍ୟ, ଗ୍ରହାଣୁମାନେ ୪.୬ ବିଲିୟନ ବର୍ଷ ତଳେ ସୃଷ୍ଟି ହୋଇଥିଲେ । ସେବେ ପୃଥିବୀ ସମେତ ଅନ୍ୟ ଗ୍ରହର ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ଆଗକୁ ଆସୁଥିବା ୨୦୦୭ ଏଫଏଫ୧ ଗ୍ରହାଣୁ ପୃଥିବୀରେ ମାଡ ହେବା ସମ୍ଭାବନା କମ୍ ରହିଛି । ଏହାପୂର୍ବରୁ ମାତ୍ର ୨ ମିଟରର ଏକ ଗ୍ରହାଣୁ ପୃଥିବୀର ନିକଟତର ହୋଇଥିଲା । ଏହା ନରଓ୍ୱେର ଆକାଶରେ ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login