The Ultimate Managed Hosting Platform
ADVERTISEMENT

ପୃଥକ ପୃଥକ ସ୍ଥାନରେ ବାଇକ ଦୁର୍ଘଟଣା ; ୨ ମୃତ

Facebook
Twitter
LinkedIn

ରାୟଗଡା : ପୃଥକ ବାଇକ ଦୁର୍ଘଟଣାରେ ୨ ମୃତ ଓ ୪ ଗୁରୁତର । ଚାନ୍ଦିଲି ଥାନା ଭୁଜବଳ ଗାଁ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଜଣେ ବାଇକ ଆରୋହୀ ମୃତ, ୩ ଗୁରୁତର ମେଡିକାଲରେ ଭର୍ତ୍ତି । ଦଶହରା ଦେଖି ଫେରୁଥିବାବେଳେ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର । ଅଗ୍ନିଶମ ବିଭାଗ ଆହତ ମାନଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। କାଶୀପୁର ଥାନା ଯୋଡାଆମ୍ବରେ ୨ ବାଇକ ମୁହାଁମୁହିଁ ହୋଇଥିବା ବେଳେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login