The Ultimate Managed Hosting Platform
ADVERTISEMENT

ପୂର୍ବତନ ବିଡିଓଙ୍କୁ ୨ ବର୍ଷ ଜେଲ୍

Facebook
Twitter
LinkedIn

ବଲାଙ୍ଗିର : ଆୟ ବର୍ହିଭୂତ ସମ୍ପତ୍ତି ନେଇ ପୂର୍ବତନ ବିଡିଓଙ୍କୁ ଜେଲ ଦଣ୍ଡାଦେଶ । ଆଗଲପୁର ବ୍ଲକ ପୂର୍ବତନ ବିଡିଓ ସିଲଭାନସ୍ ଲାକ୍ରାଙ୍କୁ ଜେଲ । ଜେଲ ଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ । ୨ ବର୍ଷ ଜେଲ ଏବଂ ୫ ଲକ୍ଷ ଟଙ୍କା ଜରିମାନା କଲେ ଭିଜିଲାନ୍ସ କୋର୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଲଭାନସକୁ ଦଣ୍ଡାଦେଶ । ସିଲଭାନସଙ୍କ ପେନସନ୍ ବନ୍ଦ କରିବାକୁ ସରକାରଙ୍କୁ ଲେଖିବ ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login