ପୂର୍ତ୍ତ ବିଭାଗରେ ପିସି ନାହିଁ –ମନ୍ତ୍ରୀ

ଭୁବନେଶ୍ୱର : ଆମ ବିଭାଗରେ ପିସି ନାହିଁ ବୋଲି କହିଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଯେତେବେଳେ ଯିଏ ପିସି ନେଉଛି ଭିଜିଲାନ୍ସ ଦ୍ୱାରା ଧରାପଡୁଛି । ଆମ ବିଭାଗରେ ଭଲ ଅଫିସର ଅଛନ୍ତି , କେବେ ପିସି ନିଅନ୍ତିନି । ପୂର୍ତ୍ତ ବିଭାଗ ଜିରୋ କରପ୍ସନ ପଲିସି ଅବଲମ୍ବନ କରୁଛି କହିଲେ ସଚିବ । ଯେଉଁଠି ଭୁଲ ହେବ , କଣ୍ଟ୍ରାକ୍ଟର ହେଉ କି ଅଫିସର କାହାକୁ ଛାଡିବୁନି । Views: 102