ଭୁବନେଶ୍ୱର : ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପ ସି ର ୨୨ ହଜାର ୮୯୬ ପଦବୀ ପୂରଣ ହେବ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ମୁଖ୍ୟ ସଚିବଙ୍କ ନିଦେ୍ର୍ଦଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮୩୫୮ ପଦବୀ । ପଞ୍ଚାୟତରାଜ ବିଭାଗର ୪୦୪୨, ସ୍ୱାସ୍ଥ୍ୟ ବିଭାଗର ୩୬୭୭ ପଦବୀ । ୧୦ ବିଭାଗରେ ଏବେ ଖାଲି ପଡିଛି ୪୪ ହଜାର ୯୦୯ ପଦବୀ । ୧୦ଟି ବିଭାଗରେ ୪୪ ହଜାର୯୦୯ଟି ଗ୍ରୁପ ସି ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
Views: 30