ଭୁବନେଶ୍ୱର : ନୂଆ ଜିଏସଟିକୁ ନେଇ ମନମୋହନ ସାମଲଙ୍କ ପ୍ରେସମିଟ । ନୂଆ ଜିଏସଟି ଦ୍ୱାରା ସଞ୍ଚୟ ହାର ବଢିବ କହିଲେ ମନମୋହନ । ଏହା ଏକ ଐତିହାସିକ ପଦକ୍ଷେପ , ସମସ୍ତେ ଉପକୃତ ହେବେ । ଯୁବକ, ଗରିବ, ମହିଳା , ଚାଷୀ ଏବା ଦ୍ୱାରା ଉପକୃତ ହେବେ । ଏହା ଦ୍ୱାରା ଦେଶର ଉତ୍ପାଦନ ବଢିବ , ଆମଦାନୀ କମିବ । ଓଡିଶାର ପ୍ରାୟ ୨୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । କୋଇଲାରେ ଆମ ରାଜ୍ୟର ଆୟ ବଢିବ, ବୈପ୍ଲବିକ ପଦକ୍ଷେପ । ଏହା କେବଳ ପୂଜା ଭେଟି ନୁହେଁ , ଆତ୍ମବିଶ୍ୱାସର ଦିନ ବୋଲି କହିଛନ୍ତି ମନମୋହନ ସାମଲ ।
Views: 44











