The Ultimate Managed Hosting Platform
ADVERTISEMENT

ପୁରୀ ସ୍ୱର୍ଗ ଦ୍ୱାରରେ ହେବ ମହେଶ୍ୱରଙ୍କ ଶେଷକୃତ୍ୱ

Facebook
Twitter
LinkedIn

ପୁରୀ : ପୁରୀ ଅଭିମୁଖେ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର। ଶଙ୍ଖ ଭବନ, ଓ ବିଧାନସଭା ପରିସରରରେ ସମସ୍ତେ ଶେଷ ଦର୍ଶନ କରି ସାରିବା ପରେ ଏବେ ପୁରୀ ଅଭିମୁଖେ ବାହାରିଛି ପାର୍ଥିବ ଶରୀର । ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ। ଶଙ୍ଖ ଭବନରେ ଶେଷ ଦର୍ଶନ କରି ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ବାଟରେ ପିପିଲି ବିଜୁ ଜନତା ଦଳ କାର୍ୟ୍ୟାଳୟରେ ମହେଶ୍ବରଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପିପିଲି ବିଧାୟକ ରୁଦ୍ର ମହାରଥିଙ୍କ ସମେତ ବହୁ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login