May 13, 2024 12:21 pm

The Ultimate Managed Hosting Platform
ADVERTISEMENT

ପୁରୀ ସହରରେ ଝାଡାବାନ୍ତି

Facebook
Twitter
LinkedIn

ପୁରୀ : ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡାବାନ୍ତି । ବାଲି ସାହି, ରେଡକ୍ରସ ରୋଡ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ । ୩୦ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ସୁସ୍ଥ ସୂଚନା । ବରାହୀ ଲେନରେ ଝାଡାବାନ୍ତିରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପାଇଁ କିଏ ଦାୟୀ : ବିଜେପି

ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପାଇଁ କିଏ ଦାୟୀ : ବିଜେପି

ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପ୍ରସଙ୍ଗ ଉଠାଇଲା ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ...

ମାସ ଶେଷରେ ଘୂର୍ଣ୍ଣିବଳୟ !

ମାସ ଶେଷରେ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର : ମାସ ଶେଷରେ ଘୂର୍ଣ୍ଣିବଳୟ । ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି...

ADVERTISEMENT

Login