ପୁରୀ : ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବେଳେ ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ । ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ କରୁଛନ୍ତି ପ୍ରତ୍ୟକ୍ଷଦର୍ଶୀ । ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ଶ୍ରଦ୍ଧାଳୁ ।
ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ଭକ୍ତଙ୍କ ଭିଡ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା । ଭିଡ ଭିତରେ ଟ୍ରକ ପଶିବାରୁ ଅଘଟଣ ଘଟିଥିବା ସୂଚନା । ଚାରମାଳ ବୋଝେଇ ଟ୍ରକ ପଶିବାରୁ ଅଘଟଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଭକ୍ତଙ୍କ ଭିଡ ଭିତରେ ୨ଟି ଟ୍ରକ ପଶିଥିଲା । ଟ୍ରକ ପଶିବା ଯୋଗୁଁ ଠେଲାପେଲା ହୋଇଥିଲା । ଭିଡ ଭିତରେ ଟ୍ରକ ପଶିବାକୁ କିଏ ଦେଲା ଅନୁମତି ପ୍ରଶ୍ନ କରୁଛନ୍ତି ।
ଠେଲାପେଲା ବେଳେ ନଥିଲେ ପୋଲିସ ଅଧିକାରୀ ବୋଲି ଅଭିଯୋଗ ହୋଇଛି । ଘଟଣାସ୍ଥଳରେ କେହି ପୋଲିସ ନଥିଲେ କହିଲେ ପ୍ରତ୍ୟକ୍ଷଦର୍ଶୀ । ଭିଡ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନ ଥିଲା ।
ଅନ୍ୟପଟେ ପତ୍ନୀଙ୍କୁ ହରାଇଥିବା ବୋଲଗଡ ଗୋବର୍ଦ୍ଧନପୁରର ବ୍ୟକ୍ତି ପ୍ରତିକ୍ରିୟା ରଖିଛନ୍ତି । ପାଣି ଟୋପେ ପାଇଁ ପୋଲିସ ଡାକିଲୁ, ନ ଶୁଣି ଦୈାଡି ପଳାଇଲେ । ପ୍ରଶାସନିକ ଅବହେଳାରୁ ମୋ ସ୍ତ୍ରୀ ମରିଗଲା ।
ପୁରୀ ଅଘଟଣ : ପ୍ରଶାସନିକ ଅଧିକାରୀ ନ ଥିଲେ, ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ଶ୍ରଦ୍ଧାଳୁ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







