The Ultimate Managed Hosting Platform
ADVERTISEMENT

ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତଙ୍କର ଡାକ୍ତରଖାନାରେ ମୃତ୍ୟୁ । ମୃତ ଭକ୍ତ ଜଣଙ୍କ ରାଜସ୍ଥାନର ଆମାଲାଲ ବୋଲି ଜଣାପଡିଛି । ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥ ଭକ୍ତଙ୍କୁ ପୁରୀ ବଡ ଡାକ୍ତରଖାନା ନିଆଯାଇଥିଲା ।
ସୂଚନା ଅନୁସାରେ, ଅମ୍ବାଲାଲ ପରିବାର ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ଆସିଥିଲେ । ସ୍ନାନବେଦୀରେ ବିରାଜିତ ଶ୍ରୀଜିଉଙ୍କ ଦର୍ଶନ କରିବା ସମୟରେ ମୁଣ୍ଡ ବୁଲାଇବାରୁ ସେ ହଠାତ ପଡ଼ି ଯାଇଥିଲେ । ତାଙ୍କ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା ।
ତେବେ ଅମ୍ବାଲାଲଙ୍କ ପୂର୍ବରୁ ରକ୍ତଚାପ ଓ ହୃଦରୋଗ ଥିବା ଜଣାପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login